ଦେଶବ୍ୟାପି ଆରମ୍ଭ ହୋଇଯାଇଛି ଟୀକାକରଣ । ରାଜ୍ୟରେ ମଧ୍ୟ ଆଜି ସକାଳ ୮ଟାରୁ ଟୀକାକରଣ କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି । କୋଉଇନ ପୋର୍ଟାଲରେ ଅନ ଲାଇନ ସ୍ଲଟ ବୁକିଙ୍ଗ କରି ଆଜି କିଶୋର ମାନେ ଟୀକା ନେଉଛନ୍ତି ଏହା ବାଦ ଯେଉଁମାନେ ଅନ ଲାଇନ ବୁକିଙ୍ଗ କରି ପାରିନାହାନ୍ତି ସେମାନେ ନିଜର ଆଧାର କାର୍ଡ କିମ୍ବା ସ୍କୁଲ, କଲେଜ ପରିଚୟ ପତ୍ର ଧରି ଟୀକା ନେଇପାରିବେ ।
#Bhubaneswar #COVID19 #Corona_Virus #vaccination #children #allindia #Odisha #ArgusNews