ଦେଶରେ ବଢ଼ିଚାଲିଛି ଓମିକ୍ରନ୍ ସଂକ୍ରମଣ । ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ରେ ପହଞ୍ଚିଛି। ୨୩ ରାଜ୍ୟକୁ ଓମିକ୍ରନ୍ ବ୍ୟାପିଥିବା ବେଳେ ଆଗକୁ ଭାରତରେ ଡେଲଟାକୁ ପଛରେ ପକାଇ ଓମିକ୍ରନ୍ ହିଁ ପ୍ରମୁଖ ପ୍ରଜାତି ପାଲଟିଯିବ ବୋଲି ଆଶଙ୍କା କରାଯାଉଛି।
#Odisha #ArgusNews #corona #COVID19