ଆଧୁନିକ ଚିକିତ୍ସା ବିଜ୍ଞାନ ଯୁଗରେ ତିଷ୍ଠି ରହିଛି ଲୋକ ସ୍ୱାସ୍ଥ୍ୟ ପରମ୍ପରା । ଏହାକୁ ବିଶ୍ୱାସ କରି ଚାଲିଛି ଚିକିତ୍ସା । କମ ଖର୍ଚ୍ଚରେ ଘର ପାଖରେ ଦେଶୀ ଚିକିତ୍ସାରେ ରୋଗୀ ଭଲ ହେଉଥିବା ଜଣାପଡ଼ିଲେ ସଂଖ୍ୟା ବଢୁଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଶୀ ପଦ୍ଧତିରେ ଲୋକ ଚିକିତ୍ସାର ନୂଆ ନୂଆ ଧାରା ଦେଖିବାକୁ ମିଳୁଥିବା ବେଳେ ବୌଦ୍ଧ ଜିଲ୍ଲା ଦହ୍ୟା ଗ୍ରାମରେ ଜଣେ ବୈଦ୍ୟ ଚେରମୂଳି, ସେକ ଓ ବ୍ୟାଣ୍ଡେଜ ଜରିଆରେ ଭଙ୍ଗା ହାଡ଼ ଯୋଡୁଛନ୍ତି।
#brokenbones #herbalmassage #bonefracture #ayurveda #GoodNews #Boudh #ArgusNews