ଦିନେ ଖାଇବାକୁ ମିଳୁନଥିଲା । ଦେଶୀ ପଦ୍ଧତିରେ କରି ପାଇଥିଲେ ଅର୍ଜୁନ ପୁରସ୍କାର । ୧୯୮୦ ଦଶକରେ ପାଇଥିଲେ ରାଷ୍ଟ୍ରପତିଙ୍କଠାରୁ ଅର୍ଜୁନ ପୁରସ୍କାର । ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପାଇଛନ୍ତି ଏକାଧିକ ମେଡାଲ । ବିଜୟ କୁମାର ଶତପଥୀଙ୍କ ସଂଘର୍ଷକୁ ନେଇ ତାଙ୍କ ମୁହଁରୁ ଶୁଣନ୍ତୁ ସେହି ଅକୁହା କଥା
#Ganjam #Brahmapur #Bodybuilder #ArjunAward #weightlifting #Odisha #ArgusNews