#ଦେଶ_ପାଇଁ_ନାୟକ_ଗଢୁଛନ୍ତି_ନାୟକ_ସାର
ଦେଶ ସେବା ପାଇଁ ଲାଗିଛନ୍ତି ମିଶନରେ । ମାସେ ନୁହଁ କି ବର୍ଷେ ନୁହଁ ବିଗତ ୬ ବର୍ଷ ଧରି ସେନା ଗଢୁଛନ୍ତି ସିଲୁ ନାୟକ । ସିଲୁ ସାରଙ୍କ ସଂଘର୍ଷ, ତ୍ୟାଗ ଓ ଦେଶପ୍ରେମର କାହାଣୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତରେ ପ୍ରଶଂଶା କରିବା ପରେ ଦୁନିଆ ଜାଣିଥିଲା ଓଡ଼ିଆ ପୁଅଙ୍କ ମେନ ଅନ ମିଶନର ଗାଥା । ଦେଶ ଆଜି ତାର ୭୩ ତମ ସାଧାରଣ ତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଦେଶ ପାଇଁ ନାୟକ ଗଢୁଥିବା ସିଲୁ ନାୟକଙ୍କୁ ଅର୍ଗସ ପକ୍ଷରୁ ଶତକୋଟି ସଲାମ ।
#goodnews #SiluNayak #armytraining PMOindia Narendra Modi #Odisha #ArgusNews