ଦେଶ ପାଳୁଛି କାରଗିଲ ବିଜୟ ଦିବସ। କାରଗିଲ ଯୁଦ୍ଧରେ ଭାରତର ବିଜୟ ସ୍ମୃତିକୁ କାର୍ଗିଲ ବିଜୟ ଦିବସ ଭାବରେ ଜୁଲାଇ ୨୬ ଦିନ ପାଳନ କରିଛି ସାରା ଦେଶ । ଏଥିସହିତ ଏହି ବିଜୟ ପଛରେ ନିର୍ଣ୍ଣାୟକ ଭୂମିକା ନେଇଥିବା ଦେଶର ବୀର ଯବାନଙ୍କର ଅପୂର୍ବ ସାହସ ଓ ବୀରତ୍ୱର ସ୍ମୃତିଚାରଣ କରିଛନ୍ତି ଦେଶବାସୀ I
#ArgusNews #KargilDiwas #india #KargilVijayDiwas2021