ସହିଦ ରାଜକିଶୋର ସାହୁ.... କଟକ ଚୌଦ୍ବାର ଅଂଚଳର ରାଜକିଶୋର ଓଡ଼ିଶାର ପ୍ରଥମ ସହିଦ ଯିଏ କି ବାୟୁସେନାର ପାଇଲଟ ଥିଲେ । ଶତ୍ରୁ ସହ ଲଢି ପ୍ରାଣ ହରାଇବା ପରେ ଘରକୁ ଆସିଥିଲା ଫୋନ କଲ୍। ଶୁଣିବା ପରେ ଆଖିରୁ ଲୁହ ଝରାଇବା ପରିବର୍ତ୍ତେ ପୁଅର ବୀରତ୍ବକୁ ନେଇ ଗର୍ବ କରିଥିଲେ ରାଜକିଶୋରଙ୍କ ବାପା । ଉଦ୍ଧାର ଫାଉଣ୍ଡେସନ ପକ୍ଷରୁ ସହିଦଙ୍କୁ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ କରାଯାଇଛି।
#ArgusNews #Odisha #Cuttack #KargilDiwas #india #KargilVijayDiwas2021