#ଦ୍ବିତୀୟ_ଡୋଜ୍_ନେବାକୁ_ଆଗ୍ରହ_ଦେଖାଉ_ନାହାଁନ୍ତି_ଲୋକେ
ରାଜ୍ୟରେ ପ୍ରଥମ ଡୋଜ୍ ନେବା ପରେ ଦ୍ବିତୀୟ ଡୋଜ୍ ନେବାକୁ ଆଗ୍ରହ ଦେଖାଉ ନାହାଁନ୍ତି ଲୋକେ । ରାଜ୍ୟରେ ପ୍ରଥମ ଡୋଜ୍ 73 ପ୍ରତିଶତ ନେଇଥିବା ବେଳେ ଉଭୟ ଡୋଜ ନେଇଛନ୍ତି ମାତ୍ର 28 ପ୍ରତିଶତ ଲୋକ ।
#COVID19 #coronavirus #firstdose #seconddose #covidvaccine #Odisha #ArgusNews