#ଧନ୍ଦାମୂଳକ_ଶିକ୍ଷକଙ୍କୁ_ଅଣଦେଖା
#ମିଳୁନି_ପ୍ରାପ୍ୟ, #କରୁଛନ୍ତି_ସଂଘର୍ଷ
#ଦରମା_କାଟର_ଶିକାର_ହେଉଛନ୍ତି_ଶିକ୍ଷକ
ରାଜ୍ୟରେ ଧନ୍ଦାମୂଳକ ଟ୍ରେନର ଶିକ୍ଷକ ମାନଙ୍କ ଅବସ୍ଥା ବେହାଲ । ବର୍ଷ ବର୍ଷ ଧରି ସେମାନେ ନିଜର ପ୍ରାପ୍ୟ ପାଇବା ପାଇଁ ସଂଘର୍ଷ କରିଚାଲୁଛନ୍ତି । ଗଣଧାରଣା କରିବା ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେବା ପର୍ଯ୍ୟନ୍ତ ସବୁ କିଛି କରିବା ପରେ ମଧ୍ୟ ସରକାର ସେମାନଙ୍କ ନିୟମିତ ଦରମା, ଦରମା ବୃଦ୍ଧି ଓ ଚାକିରିର ସୁରକ୍ଷା ନେଇ କର୍ଣ୍ଣପାତ କରୁନାହାନ୍ତି ।
#Bhubaneswar #teachers #trainerteacher #protest #OdishaCM #Odisha #ArgusNews