କେନ୍ଦୁଝରରେ ୩ ମିଲିୟନ ଟନର ଷ୍ଟିଲ ପ୍ଲାଣ୍ଟ ଘୋଷଣା। ଏହାପରେ ବିଜେଡି ପକ୍ଷରୁ ସରକାରୀ ଦରବାର ହଲରେ ଏକ ଧନ୍ୟବାଦ ସଭା ଆୟୋଜିତ ହୋଇଥିଲା। ତେବେ ଏଠାରେ କିଭଳି ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରାଗଲା ତାକୁ ନେଇ ଉଠିଛି ପ୍ରଶ୍ନ।
#ArgusNews #Odisha #ArgusNewsTV #Keonjhar #steelplant