#ଧନ_ମୋର_ମିଳିଗଲା
ଏଠି କୌଣସି ଫିଲ୍ମ ସୁଟିଂ ଚାଲିନି । ଏହା ଏକ ସତ ସତିକା ପ୍ରେମ କାହାଣୀର କ୍ଲାଇମାକ୍ସ ସିନ । ବିଚ ବଜାରରେ କଞ୍ଚା ବୟସର ସ୍ବାମୀ ସ୍ତ୍ରୀଙ୍କର ବିରହ ପରେ ମିଳନର ଦୃଶ୍ୟ । ଭଦ୍ରକ ବାଲିଗଣ୍ଡ ଜଗନ୍ନାଥ ମନ୍ଦିର ପାଖରେ ହୋଇଥିଲା ଏହି ପ୍ରେମୀ ଯୁଗଳଙ୍କ ପୁନମିଳନ । ଭିଡ ଆଗରେ ଦୁହେଁ ଦୁହିଁକୁ କରିଥିଲେ ଆଲିଙ୍ଗନ । ଭୁଲି ଯାଇଥିଲେ ସେମାନେ ଠିଆ ହୋଇଛନ୍ତି ଭିଡ ମଝିରେ । ହୁଏତ ମନେ ମନେ କହୁଥିଲେ ‘ପ୍ୟାର କିୟା ତୋ ଡରନା କ୍ୟା’ ।
#Bhadrak #BaliGanda #husband #wife #relationships #lovemarriage #Odisha #ArgusNews