ମାଆଙ୍କ ପୂଜା ପାଇଁ ସଜେଇ ହୋଇଛି ଭଦ୍ରକ ବାସୁଦେବପୁର ବ୍ଲକ ବେତଡା ବଜାର । ରାଜ୍ୟରେ ବେତଡା ବଜାରର ରହିଛି ଏକ ସ୍ବତନ୍ତ୍ର ସ୍ଥାନ । ଚଳିତ ବର୍ଷ ବଜାରର ୪ଟି ପୂଜା ମଣ୍ଡପରେ ଗଜଲକ୍ଷ୍ମୀଙ୍କ ସମେତ ବିଭିନ୍ନ ଦେବାଦେବୀ ପୂଜା ପାଉଛନ୍ତି ।
#GajalaxmiPuja #Basudevpur #worship #pujamandap #Bhadrak #Odisha #ArgusNews