ଆସିଛି ପାର୍ବଣ ର ୠତୁ । ଧରାବତରଣ କରିଛନ୍ତି ମା' ଦୁର୍ଗା । କିନ୍ତୁ ନାହିଁ ସେହି ପାର୍ବଣ ର ମାହୋଲ। ନିରାଡ଼ମ୍ବର ଭାବରେ ମଣ୍ଡପ ରେ ଚାଲିଛି ଦୁର୍ଗତିନାସିନୀ ଙ୍କ ଷଷ୍ଠୀପୂଜା । ରଙ୍ଗୀନ ଆଲୋକ ମାଳାରେ ଝଲସୁନି ମଣ୍ଡପ । ମଣ୍ଡପ ଚାରିପଟେ ବନ୍ଧା ହୋଇଛି କପଡ଼ା । ତା’ଭିତରେ ପୂଜା ପାଉଛନ୍ତି ମା । ନା’ ଅଛି ଭକ୍ତଙ୍କ ଗହଳି ନା’ ଅଛି କୋଳାହଳ ।
#maadurga #DurgaPuja #PujaMandap #Dussehra #sastipuja #devotees #Odisha #ArgusNews