#ଧରା_ପଡିଲା_ସ୍ବିଗି_ଡେଲିଭରୀ_ବୟର_ହାଇଡ୍ରାମା
ଭୁବନେଶ୍ୱର ଧଉଳି ଅଂଚଳରୁ ଫୁଡ଼ ଡେଲିଭରି ବୟ ପତିତପାବନ ପୃଷ୍ଟି ଅପହରଣ ଘଟଣାରେ ନୂଆ ଟୁଇଷ୍ଟ । ମଧ୍ୟପ୍ରଦେଶର ଏକ ଷ୍ଟେସନରୁ ରେଳବାଇ ପୋଲିସ ସହାୟତାରେ ପତିତପାବନକୁ ଠାବ କରିଛି ପୋଲିସ ।
#Bhubaneswar #swiggyboy #highdrama #Kidnap #MadhyaPradesh #police #Odisha #ArgusNews