#ଧରା_ପୃଷ୍ଠରେ_ମା_ବାସନ୍ତୀ
#ମା_ବାସନ୍ତିଙ୍କ_ଆଗମନରେ_ବିଭୋର_ଭକ୍ତ
#ଉତ୍ସବ_ମୁଖର_ଗାଁ_ଠୁ_ସହର
ବାଦ୍ୟ, ଘଣ୍ଟଘଣ୍ଟା, ଶଙ୍ଖ ମା’ ବାସନ୍ତୀଙ୍କ ଧ୍ବନୀରେ ଚାରିଆଡେ ପ୍ରକମ୍ପିତ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଳକ ନାଚିନ୍ଦା ପଞ୍ଚାୟତର ସିତାଦେଇ ବାଗ ଗ୍ରାମରେ ବାସନ୍ତୀ ପୂଜା ସମ୍ପୂର୍ଣ ଅଲଗା l ଏହି ଗ୍ରାମରେ ୩୦ରୁ ଉର୍ଦ୍ଧ ଘରେ ପୁଜା ପାଉଛନ୍ତି ମା’ ବାସନ୍ତୀ ।
#balasore #festival #basantidurgapuja #Odisha #ArgusNews