ଭିତରକନିକା ଜାତୀୟ ଉଦ୍ୟାନରେ ୩ବର୍ଷ ପୂର୍ବେ ଜନ୍ମ ନେଇଥିବା ଧଳା କୁମ୍ଭୀରର ନାମକରଣ l ଗୋରୀ ଆଉ ମଲ୍ଲୀ ପରେ ଭିତରକନିକା ଜାତୀୟ ଉଦ୍ୟାନରେ ୩ବର୍ଷ ପୂର୍ବେ ଜନ୍ମ ନେଇଥିବା ଧଳା କୁମ୍ଭୀରର ନାମକରଣ ହୋଇଛି l ଧଳାକୁମ୍ଭୀର ପ୍ରଜାତିର ନାଁ 'ଶ୍ଵେତା' ରଖିଛନ୍ତି l
#Kendrapara #Rajnagar #Bhitarkanika #crocodile #named #Sweta #ArgusNews