ଅପରେସନ White ସ୍ପାଇଡ଼ର ଗତ ୧୫ ଅଗଷ୍ଟରେ ଆରମ୍ଭ ହୋଇଥିଲା । ପାଉଡର ବ୍ୟବସାୟୀଙ୍କୁ ଟୁଇନ ସିଟିରୁ ହଟାଇବା ଏହାର ମୂଳ ଲକ୍ଷ ଥିଲା । ଗତକାଲି ରାତିରେ ୧୦ ଜଣଙ୍କୁ ଅଟକ ରଖାଯାଇଛି। ବଡ଼ ବ୍ୟବସାୟୀ ଙ୍କ ଠୁ ଆଣିକି ଛୋଟ ବ୍ୟବସାୟୀ ଙ୍କୁ ବିକ୍ରି କରୁଛନ୍ତି। ସେମାନଙ୍କ ଟାର୍ଗେଟ ରେ ବସ୍ତି ଗୁଡିକ ରହିଛି ।ଖୁବଶୀଘ୍ର ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ
#BBSR #DCP #Odisha #ArgusNews