#ଧାନ୍_ଘିନାକେ_ମାସେ_ନାଇଁ_ପୁରି
#ହେଲେ_ସରିଗଲାନ_ଟାର୍ଗେଟ୍
#686_ଚାଷୀ_କରିଥିଲେ_ପଞ୍ଜୀକରଣ୍
ସୁବର୍ଣ୍ଣପୁର ଜିଲ୍ଲାରେ ଧାନ ଘିନା ମାସେ ନାଇଁ ପୁରନୁ ଆରମ୍ଭ ହେଇଗଲାନ ଅଭାବି ବିକ୍ରି । ଟୋକନ ଆସିଛେ ଧାନ ବି ଅଛେ ହେଲେ ଟାର୍ଗେଟ ବାହାନରେ ଚାଷିଙ୍କର ଧାନ୍ ନାଇଁ ରଖବାର । ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଡୁଙ୍ଗୁରିପାଲିକେ ଛାଡି ଦେଲେ ଅଲଗା ବ୍ଲକମାନଙ୍କେ ଆରମ୍ଭ ହେଲାନ ମଣ୍ଡି ସମସ୍ୟା ।
#Subarnapur #mandiissue #tokenissue #farmers #OdishaCM #ArgusNews