ସରକାରଙ୍କ ତ୍ରୁଟିପୂଣ୍ଣ ଧାନକିଣା ନୀତି ଯୋଗୁଁ ୨ଜଣ ଚାଷୀଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି ।
ଏହି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର କୁଚିଣ୍ଡାରେ । ଧାନ ବିକ୍ରି ପଇସାକୁ ଅପେକ୍ଷା କରି କରି ପ୍ରଥମେ ଚିକିତ୍ସାଧୀନ ଥିବା ବୃଦ୍ଧ ବାପା ଏବଂ ପରେ ପରେ ପୁଅର ମୃତ୍ୟୁ ହୋଇଗଲା
#ArgusNews #Odisha #NewsChannel #ArgusNewsTV #Sambalpur #Kuchinda #Farmer_Death