#ଧାମନଗର_ଉପନିର୍ବାଚନରେ_ବିଜେଡିର_ପୁରୁଣା_ଷ୍ଟ୍ରାଟେଜି
#ହୋମ_ଡେଲିଭରି_ମାଧ୍ୟମରେ_ଘରେ_ପହଁଞ୍ଚୁଛି_ଟଙ୍କା
ଦେଖନ୍ତୁ ଏହି ଦୃଶ୍ୟକୁ ଖୋଦ୍ ଧାମନଗର ଚେୟାରମ୍ୟାନ୍ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ତରଫରୁ ଟଙ୍କା ବଣ୍ଟା ଯାଉଥିବା କଥା କହୁଛନ୍ତି ଏହି ମ୍ୟାଡମ୍ । ହାତରେ ଧରିଛନ୍ତି ପୁଳାପୁଳା ଟଙ୍କା । ଆଉ ଯେଉଁମାନେ ରାଲିକୁ ଯାଇଥିଲେ ସେମାନଙ୍କୁ ଘରଘର ବୁଲି ଟଙ୍କା ବାଣ୍ଟୁଛନ୍ତି ଏସଏଚଜି ଦାୟିତ୍ୱରେ ଥିବା ଏହି ମହିଳା କର୍ମଚାରୀ । ଟଙ୍କା ବାଣ୍ଟିବାର ଭିଡିଓ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ୍ ।
#dhamanagar #ByElection #BJD #shggroup #money #Odisha #ArgusNews