2 ପୁଅଙ୍କୁ ଉଚ୍ଚଶିକ୍ଷିତ କରିବା ପାଇଁ ଫାଇନାନ୍ସ ସଂସ୍ଥା ଓ ହାତଉଧାରୀ ସୁଧ ଆଣିଥିଲେ ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଓଳାଶ ଗ୍ରାମର ଅଭୟ ନାୟକ ଓ ତାଙ୍କ ପତ୍ନୀ । କାଳ କ୍ରମେ ଧାର ଟଙ୍କା ସୁଝି ନପାରିବାରୁ ଜିଲ୍ଲାପାଳଙ୍କୁ କୀଡନୀ ବକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି
#ArgusNews #Odisha #NewsChannel #SatelliteChannel #ArgusTV #Nayagarh