#ଧିରେ_ଧିରେ_ଭଲ_ହେଉଛି_ଅଭିନେତା_ପିଣ୍ଟୁ_ନନ୍ଦଙ୍କ_ସ୍ୱାସ୍ଥ୍ୟବସ୍ଥା
#ହସ୍ପିଟାଲରେ_ଖାଉଥିବାବେଳେ_ଭିଡିଓ_ହେଲା_ଭାଇରାଲ
#ଇନଫେକସନ୍_ଠିକ୍_ହେବା_ପରେ_ଲିଭର_ଟ୍ରାନ୍ସପ୍ଲାଣ୍ଟ କରାଯିବ
ଏକାଧିକ ଓଡିଆ ଫିଲ୍ମରେ, ବିଭିନ୍ନ ଚରିତ୍ରରେ ଦମଦାର ଅଭିନୟ କରି ଲୋକଙ୍କ ମନ ଜିଣୁଥିବା ଅଭିନେତା ପିଂଟୁ ନନ୍ଦ ଗୁରୁତର ହେବା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯାଇଛି । ଗୁରୁତର ଯକୃତ ବା ଲିଭର ସିରୋସିସ୍ ରୋଗରେ ପୀଡିତ ପିଂଟୁଙ୍କର ଏବେ ଦିଲ୍ଲୀ ସ୍ଥିତ ଘରୋଇ ହସ୍ପିଟାଲ ଆଇଏଲବିଏସ୍ ରେ ଚିକିତ୍ସା ଚାଲିଛି ।
#ollywood #PintuNanda #treatment #delhi #Odisha #ArgusNews