ଧୀରେ ଧୀରେ ଦୁର୍ବଳ ହେବ ବାତ୍ୟା ଜୱାଦ୍ । ବାତ୍ୟାକୁ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା । ୧୨ ଘଣ୍ଟା ପରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ ବାତ୍ୟା, ଦିଗ ପରିବର୍ତ୍ତନ କରୁଥିବାରୁ ବାତ୍ୟାର ବେଗ ହ୍ରାସ ପାଉଛି ।
#CycloneJawad #Storm #cyclonejawadUpdates #rainfall #ArgusNews