ପ୍ରଥମେ ପ୍ରେମ ତାପରେ ଧୋକା। ପ୍ରେମକରି ଧୋକା ଦେଇ ଥିବା ଅଭିଯୁକ୍ତ କୋର୍ଟର ନିର୍ଦ୍ଦେଶ କ୍ରମେ ଜେଲ୍ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଦୁଇ ପରିବାର ଓ ବନ୍ଧୁ ବାନ୍ଧବଙ୍କ ଗହଳରେ ଚିନ୍ମୟୀ ଓ ଅଂଶୁମାନଙ୍କ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
#ArgusNews #Odisha #Cuttack #Loveaffair #Marriage #Courtorder #Marriageinjail