ଅଧିକାର ପାଇବା ଯୋଗ୍ୟ ପରିବାରକୁ ଅବହେଳା କରି ଜଣଙ୍କ ସ୍ଥାନରେ ଦେଉଛି ଅନ୍ୟଜଣଙ୍କୁ ନିଯୁକ୍ତି । କାର୍ଯ୍ୟରତ ଯୁବକଙ୍କ ମୃତ୍ୟୁ ପରେ ନିୟମ ଅନୁଯାୟୀ ପରିବାରର ଆଉ ଜଣେ ନିଯୁକ୍ତି ପାଇବା ଯୋଗ୍ୟ । କିନ୍ତୁ ତାହା ନ କରି ସେହି ସ୍ଥାନରେ ଅନ୍ୟଜଣକୁ ନିଯୁକ୍ତି ଦେଇଛି ଟାଟା ପାୱାର।
#Ganjam #berhampur #Tatapawar #employment #cheating #PitamberNahak #Odisha #ArgusNews