#ଧୋକ୍କା_ଦେଲା_ରାଜ୍ୟ_ସରକାରଙ୍କ_ସର୍ବୋଚ୍ଚ_ତଦନ୍ତକାରୀ_ସଂସ୍ଥା_କ୍ରାଇମବ୍ରାଞ୍ଚ
ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ସଂମ୍ପୃକ୍ତି ତିବା ନେଇ ଆସିଛି ଅଭଯୋଗ । ବିବାଦରେ ଅଛନ୍ତି ଖୋଦ୍ ସଞ୍ଜୟ ଦାସବର୍ମା । ଚିତ୍ତରଞ୍ଜନଙ୍କ ପତ୍ନୀ ପ୍ରଶ୍ନ ଉଠାଇଛନ୍ତି କ୍ରାଇମବ୍ରାଞ୍ଚ ଛୁଇଁ ପାରୁଛି ନା ଛୁଇଁବାକୁ ଭୟ କରୁଛି ?
#chittya #mudercase #stategovt #CrimeBranch #wife #sanjaydasbarma #Odisha #ArgusNews