ସରକାର ଜଙ୍ଗଲ ସୁରକ୍ଷା ପାଇଁ ବନ ବିଭାଗ ଜରିଆରେ ବିଭିନ୍ନ ପ୍ରକାର ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଜଙ୍ଗଲ ସୁରକ୍ଷାର ତଦାରଖ କରିବା ପାଇଁ ଫରେଷ୍ଟର ଫରେଷ୍ଟ ଗାର୍ଡ ନିଯୁକ୍ତି କରିଛନ୍ତି । ହେଲେ ବନବିଭାଗର ମିଳି ଭଗତରେ ଅବାଧରେ ଜଙ୍ଗଲରେ ଥିବା ମୁଲ୍ୟବାନ ଗଛ କାଟିବା ଫଳରେ ଏବେ ହଜାର ହଜାର ହେକ୍ଟରରେ ରହିଥିବା ଶାହାଜଖୋଲ ଜଙ୍ଗଲ ଧ୍ୱଂସ ହେବାକୁ ବସିଲାଣି ।
#Kalahandi #Dharmagarh #Shahjakholforest #forestprotection #forestguard #deforestation #ChandraswajLahajal #Odisha #ArgusNews