ସରକାରଙ୍କ ଉପରେ ବର୍ଷିଛନ୍ତି ନ୍ୟାୟ ପାଇଁ ଲଢେଇ କରୁଥିବା ପରିବାର । ଦୁର୍ଯୋଧନ ଓ ଦୁଃଶାସନମାନଙ୍କ ପାଇଁ ସେମାନଙ୍କୁ ନ୍ୟାୟ ମିଳିନଥିବା କୋହଭରା ସହ କହିଛନ୍ତି । ଆଉ ଧ୍ରୁତରାଷ୍ଟ୍ର ସରକାର ସବୁ ଜାଣି ବି ଚୁପ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
#Odisha #Assembly #MamitaMurderCase #justiceForMamita #DibyashankarMishra #ArgusNews #Congress #BJP