ଓଡ଼ିଶାର କଳା-ସଂସ୍କୃତି, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ପାଣିର ମହତ୍ତ୍ଵକୁ ନେଇ ରସୁଲଗଡ ଛକରେ ନିର୍ମିତ ହୋଇଥିବା ପବ୍ଲିକ ଆର୍ଟ ମ୍ୟୁଜିୟମ ଏବେ ଅବହେଳିତ ଅବସ୍ଥାରେ । ରକ୍ଷଣାବେକ୍ଷଣ ଅଭାବରୁ ଉଦଘାଟନ ହେବା ପୂର୍ବୁରୁ ମ୍ୟୁଜିୟମ ନଷ୍ଟ ହେବାକୁ ବସିଛି ।
#ArgusNews #Odisha #BBSR #Rasulgarh #publicartmuseum