#ନକଲି_ରିପୋର୍ଟର_ଅସଲି_କିଡନାପର୍
ଗ୍ୟାଙ୍ଗରେ ଥିଲେ ଜଣେ ଓ୍ବେବ ଚାନେଲର ମହିଳା ସାମ୍ବାଦିକା । ଦାଦା ବଟି ପାଇଁ ଖଣି ବ୍ୟବସାୟୀଙ୍କୁ କରିଥିଲେ ଅପହରଣ । ଓ୍ବେବ ଚାନେଲର ମହିଳା ସାମ୍ବାଦିକା ସମେତ ୫ ଗିରଫ । ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ।
#Businessman #kidnapping #Bhubaneswar #journalist #Extortion #Odisha #ArgusNews