ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଛତିଆ ବିଦ୍ୟାଧରପୁର ଗାଁର । ନକଲି ଜର୍ଦ୍ଦା କାରଖାନାର ପର୍ଦ୍ଦାଫାଶ । ଜବତ ହେଲା 4ରୁ 5ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା, କେମିକାଲ୍ସ ଏବଂ ଏଥିରେ ବ୍ୟବହାର କରାଯାଉଥିବା ସାମଗ୍ରୀ । ଗିରଫ ମୁଖ୍ୟ ଅଭିଯୁକ୍ତ ହେଉଛି ବଡଚଣା ବିଧାୟକ ଅମର ଶତପଥୀଙ୍କ ପାଖ ଲୋକ । ବଡ କଥା ହେଲା ଛତିଆ ଅଂଚଳରେ ବାହୁବଳି ନେତା ବିଧାୟକଙ୍କ ଛତ୍ରଛାୟା ତଳେ ରମେଶ ଏହି କାରବାର ଚଲାଇଥିଲା ବୋଲି ଅଭିଯୋଗ ହୋଇଛି ।
#ArgusNews #Odisha #ArgusNewsTV #Jajpur