ସୁବର୍ଣ୍ଣପୁର ବିରମହାରାଜପୁରରେ ଅଭାବନୀୟ ଘଟଣା । ନକଲି ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଡାକ୍ତରଙ୍କ ଘର ଆଗରେ ଶବ ରଖି ପରିବାର ଲୋକଙ୍କ ପ୍ରତିବାଦ । ଘଟଣା ପରେ ନକଲି ଡାକ୍ତର ଫେରାର।
#Subarnapur #FakeDoctor #Treatment #patientDeath #familyprotest #ArgusNews