#ନକଲି, #ନକଲି, #ନକଲି
#ନକଲି_ସାମଗ୍ରୀର_ହବ୍_ପାଲଟିଲାଣି_କଟକ
କଟକରେ ପୁଣି ଅପମିଶ୍ରିତ ସସ୍ କାରଖାନା ଠାବ । ଦୀର୍ଘ ୨ବର୍ଷ ଧରି ଏହି କାରଖାନାରେ ଚାଲିଥିଲା ସସ ତିଆରି । ଆଉ ମାଲଗୋଦାମର ଦୋକାନରେ ବିକ୍ରି ହେଉଥିଲା ଅପମିଶ୍ରିତ ସସ୍ । ସହରରେ ଥିବା ଗୁପଚୁପରେ ଏହା ବ୍ୟବହାର ହେଉଥିଲା । ତେବେ ଖବର ପାଇ ପୋଲିସ ଏହି କାରଖାନା ଓ ଦୋକାନ ଉପରେ ଚଢାଉ କରିଛି ।
#Cuttack #saucefactory #unmixedsauces #raid #Odisha #ArgusNews