ନକଲି ଖାଦ୍ୟ ପଦାର୍ଥ ବିକ୍ରି ଓ ପ୍ରସ୍ତୁତର ପେଣ୍ଠସ୍ଥଳ ପାଲଟିଛି କଟକ ମାଲଗୋଦାମ। ଖାଇବା ତେଲ, ଘିଅ ,ମସଲା ପରେ ଏବେ ନକଲି ସସ ବିକ୍ରି ଅଭିଯୋଗ। ମାଲଗୋଦାମରେ ନକଲି ସସ ବିକ୍ରି ହେଉଥିବା ଖବର ମିଳିବା ପରେ ମାଲଗୋଦାମ ପୋଲିସ ଓ ସିଏମସି ଚଢାଉ କରିଛି।
#Cuttack #hotbed #counterfeit #fake #police #sauce #Odisha #ArgusNews