#କାହା_ହାତରେ_କୋଦାଳ_ତ_କାହା_ହାତରେ_ଫାଉଣ୍ଡା
#ଯେଉଁଠି_ଶୁଣିଲାନି_ପ୍ରଶାସନ_ସେଠି_କରି_ଦେଖାଇଲେ_ଗ୍ରାମବାସୀ
କେହି ନଶୁଣିବାରୁ ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ଏକ ସଭା କରିଥିଲେ । ସଭାରେ ସର୍ବ ସମ୍ମତି କ୍ରମେ ଫୈସଲା ହେଲା ଯେ, ପ୍ରଶାସନ ତ ଭଲ ରାସ୍ତାଟିଏ ଦେଇପାରିଲା ନାହିଁ । ଆମେ ନିଜ ସମ୍ବଳରେ ତିଆରି କରିବୁ । ପ୍ରତ୍ୟେକ ପରିବାରରୁ ଜଣେ ଲେଖାଏଁ ଯୁବକ ବାହାରି ନିକଟରୁ ମାଟି ଓ ମୋରମ୍ ପକାଇ ସମତୁଲ କରିଛନ୍ତି ରାସ୍ତା ।
#ArgusNews #ArgusNewsTV #Odisha #Nuapada #RoadProblemSolved