କଟକ ନାରାଜ ବ୍ୟାଟେଜରେ ଅଘଟଣ। ନଦୀରେ ବୁଡି ଇଞ୍ଜିନିୟରିଂ ଛାତ୍ର ମୃତ। ମୃତ ଛାତ୍ର CDA ସ୍ଥିତ ଏକ ଶିକ୍ଷାନୁଷ୍ଠାନର। ସନ୍ଧ୍ୟା ବେଳେ ନଦୀ କୁ ଗାଧୋଇବା କୁ ଯାଇ ଥିଲେ ୪ ଛାତ୍ର। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି
#narajbarrage #CTC #CDA #Engineeringstudent #Odisha #ArgusNews