#ଶାଳନ୍ଦୀ_ନଦୀ_ବଢାଇଲାଣି_ଚିନ୍ତା
ଗାଁରେ ରହିବାକୁ ଭୟ ଲାଗିଲାଣି। ରାତି ସମୟରେ ଘରେ ଶୋଇଥିବା ସମୟରେ ଛାତିରେ ଛନକା ପଶୁଛି। ଧୀରେ ଧୀରେ ଘର ପାଖ ମାଟି ଭୁସ୍ଖଳନ ହୋଇ ନଦୀରେ ମିଶୁଛି। ଘର ଗୁଡିକ ଅଧାରୁ ଭାଙ୍ଗି ମଧ୍ୟ ଗଲାଣି। ଯେଉଁଥିପାଇଁ ଘର ଓ ପରିବାରର ଭବିଷ୍ୟତକୁ ନେଇ ଚିନ୍ତାରେ ଶାଳନ୍ଦୀ ନଦୀ ପାର୍ଶ୍ୱରେ ଥିବା ବାସିନ୍ଦା ।
#Keonjhar #Anandapur #housecollapsed #SalandiRiver #PublicIssue #Odisha #ArgusNews