ନନ୍ଦନକାନନ ପାଖରେ ଖୋଲିଲା ନନ୍ଦନକାନନ ଗେଷ୍ଟ ହାଉସ ଓ ରେଷ୍ଟୁରାଣ୍ଟ । ପର୍ଯ୍ୟଟକମାନେ ଏଠାରେ ନିଜେ ରୋଷେଇ କରି ମଜା ନେବା ସହ ଗାଧୁଆ ଓ ଶୌଚ ପାଇଁ ସବୁ ବ୍ୟବସ୍ଥା ରହିଛି । ପାର୍କିଂ ପାଇଁ ବହୁ ପ୍ରଶସ୍ତ ଜାଗା ରହିବା ସହ ରେଷ୍ଟୁରାଣ୍ଟରେ ମଧ୍ୟ ଆମିଷ ଓ ନିରାମିଷ ଭୋଜନ ପାଇଁ ବ୍ୟବସ୍ଥା ରହିଛି
#Bhubaneswar #Nandankanan #Resort #GuestHouse #Tourist #Odisha #ArgusNews