କୋରାପୁଟ ଜିଲ୍ଲା ନନ୍ଦପୁର ପାଡୁଆ ଅଞ୍ଚଳ ରେ ଆଜି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି କୋରାପୁଟ ଅବକାରୀ ବିଭାଗ ନନ୍ଦପୁର SDPO ସଂଜୟ ମହାପତ୍ର ଏବଂ ସ୍ଥାନୀୟ ମାଜିଷ୍ଟ୍ରେଟ ମିଶିକି ଆଜି ପାଡୁଆ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ଚଢଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି
#Koraput #Nandapur #CorrectionsDepartment #Police #Odisha #ArgusNews