ହାତ ଛାଡିଲେ ପ୍ରଦୀପ ମାଝୀ।
ନବଙ୍କ ରାସ୍ତାରେ ଯାଇ କଂଗ୍ରେସକୁ ବାଏ ବାଏ କରିଛନ୍ତି ପ୍ରଦୀପ। ଏଆଇସିସି ଅଧ୍ୟକ୍ଷାଙ୍କୁ ଚିଠି ଲେଖି ପ୍ରଦୀପ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ଇସ୍ତଫାକୁ ନେଇ ଦଳ ଭିତରେ ଆରମ୍ଭ ହୋଇଛି ତମ୍ବିତୋଫାନ।
#Odisha #ArgusNews #PradeepMajhi #CongressCommitteeWorkingPresident #nabarangpur #MP #SoniaGandhi #IndianNationalCongress