ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରଥ ଯାତ୍ରା ହେଉଛି । କିନ୍ତୁ ରଥ ଟାଣିବାକୁ ବାଧକ ସାଜିଛି କରୋନା ମହାମାରୀ। ଭକ୍ତ ଭଗବାନଙ୍କ ମଧ୍ୟରେ ଫାଟକ ସୃଷ୍ଟି କରିଛି ଏହି କରୋନା । । ମାତ୍ର ୧୪ ବର୍ଷର ପିଲା ଚିରଞ୍ଜିବ୍ ପ୍ରଧାନ ନିଜ ହାତରେ ମନଲୋଭା ନନ୍ଦିଘୋଷ ରଥ ତିଆରି କରିଛନ୍ତି ।
#ArgusNews #ArgusNewsTV #Odisha #Bargarh #NandighoshaRatha