ନବରଙ୍ଗପୁର ଜିଲାରୁ ପୁଣି ଛୁଟିଲା ଦାଦନ ସୁଅ , ନିଜ ରାଜ୍ୟରେ କାମ ନପାଇ ତାମିଲନାଡୁ ରାଜ୍ୟ କୁ ଯାଉଛନ୍ତି 50 ରୁ ଉର୍ଦ୍ଧ ଯୁବକ ଯୁବତୀ । ରାଜ୍ୟ ସରକାର କାମ ଯୋଗାଇବାରେ ବିଫଳ ବୋଲି ଅଭିଯୋଗ ଆଣିଲେ ଦାଦନ ଶ୍ରମିକ ।
#ArgusNews #Odisha #Nabrangpur #MigrantLabour #CovidPandamic