ନବରଙ୍ଗପୁର ଜିଲ୍ଲାରେ କୋଭିଡ୍ ଜନିତ ବାସ୍ତବ ମୃତ୍ୟୁ ସଂଖ୍ୟା କେତେ ? ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ରାଜ୍ୟ ସରକାରଙ୍କ କୋଭିଡ୍ ଡାସବୋର୍ଡ ରିପୋର୍ଟ ଏବଂ ବିଶ୍ବ ପରିବେଷ ଦିବସରେ ମୃତକଙ୍କ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କରାଯାଇଥିବା ରିପୋର୍ଟ ମଧ୍ୟରେ ଆଦୌ ତାଳମେଳ ରହୁନି ।
#ArgusNews #Odisha #Nabarangpur #Corona #CoronaDeath