ନ୍ୟାୟ ନମିଳିବାରୁ ଶେଷରେ ଚରମ ପନ୍ଥା ଆପଣାଇବାକୁ ଉଦ୍ୟମ କରିଛନ୍ତି ମହିଳା। ମହିଳା ଜଣକ ଡେଲାଙ୍ଗ ଅଞ୍ଚଳର ହୋଇଥିବା ବେଳେ ଶାଶୁଘରେ ନିର୍ଯାତିତ ହେଉଥିଲେ। ଏପରିକି ତାଙ୍କ ସ୍ବାମୀ ମଧ୍ୟ ତାଙ୍କୁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି
#ArgusNews #Odisha #NewsChannel #ArgusNewsTV #Suicide_Attempt #naveen_Nivas