ଆଜି ଜାତୀୟ କ୍ରୀଡା ଦିବସ । ହକିର ଜାଦୁଗର ମେଜର ଧ୍ୟାନଚାନଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜିର ଦିନକୁ ପ୍ରତି ବର୍ଷ କ୍ରୀଡା ଦିବସ ଭାବରେ ପାଳନ କରାଯାଏ । ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଅଲମ୍ପିକ୍ସରେ ଯେଉଁ ଭଳି ଭାବରେ ପ୍ରଦର୍ଶନ କରିଛି ତାହା ଆଗାମୀ ଦିନରେ ଭାରତରେ ହକିର ଲୋକପ୍ରିୟତା ବଢାଇବ ଏବଂ ଯୁବ ଖେଳାଳୀ ମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ।
#sportsday #hockey Major Dhyanchand CMO Odisha #Odisha #ArgusNews