ନବ ବର୍ଷରେ ମଦ ପିଇ ମାତାଲ କନେଷ୍ଟବଳ । ବାଙ୍କୀ ଥାନା ତାଳବସ୍ତ ଫାଣ୍ଡିରେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ଅକ୍ଷୟ କୁମାର ଦାସ ଡିଉଟି ସମୟରେ ପ୍ରଚୁର ମଦ୍ୟପାନ କରି ରାସ୍ତାରେ ପଡ଼ିଥିଲେ । ସ୍ଥାନୀୟଲୋକମାନେ ପୋଲିସ ପୋଷାକରେ ଦେଖି ତାଳବସ୍ତ ଫାଣ୍ଡିରେ ଡିୟୁଟିରେ ଥିବା କନେଷ୍ଟବଳ ଅକ୍ଷୟ ବୋଲି ଜାଣିବାକୁ ପାଇଥିଲେ ।
#Cuttack #banki #ViralVideo #policeconstable #Odisha #ArgusNews