ନବ ବର୍ଷର ପ୍ରଥମ ଦିନକୁ ନିଆରା ଢଙ୍ଗରେ ପାଳନ କଲେ ବ୍ୟବସାୟୀ ସଂଘ । ଖଲ୍ଲିକୋଟର ନିକଟ ଅତିତରେ ଗଢି ଉଠିଥିବା ଶ୍ରୀ ଜଗନ୍ନାଥ ବ୍ୟବସାୟୀ ସଂଘ ନିଆରା ଢଙ୍ଗରେ ପାଳନ କରିଛନ୍ତି ନବ ବର୍ଷ। ସ୍ଥାନୀୟ ଡାକ୍ତରଖାନା ପରିବେଶକୁ ସମ୍ପୂର୍ଣ୍ଣ ଭାବେ ପରିଷ୍କାର କରି ଏକ ମହନୀୟତା ପ୍ରତିପାଦନ କରିଛନ୍ତି।
#Ganjam #Chhatrapur #newyearcelebrated #hospitalcleaning #greatjob #Odisha #ArgusNews