#ନଭେମ୍ବରରେ_୨୩_IIT_ଆୟୋଜନ_କରିବେ_R&D_ମେଳା
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଅଭେମ୍ବରରେ ହେବାକୁ ଥିବା ଏହି ଅନୁସନ୍ଧାନ ଓ ବିକାଶ (R&D) ମେଳା ବିଷୟରେ ଘୋଷଣା କରିଛନ୍ତି । ଏଥିରେ ଭାଗନେବେ ଦେଶର ସମସ୍ତ ଆଇଆଇଟି (IIT) ।
#IIT #DharmendraPradhan #education #EducationMinister #UnionMinister