ନରଣପୁରରେ ଜଳ କଷ୍ଟ । ଏଠି ଦିନେ ପାଣି ଆସିଲେ ୪ ଦିନ ବନ୍ଦ । ଏପରିକି ବିଶୁଦ୍ଧ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ସହିତ ଚାଷୀଙ୍କ ଜମିକୁ ପାଣି ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଅଟକଳରେ ନିର୍ମାଣ କରୁଛନ୍ତି ଜଳସେଚନ ପ୍ରକଳ୍ପ। ହେଲେ ସଠିକ କାର୍ଯ୍ୟକାରୀ ହୋଇପାରୁନି ।
#Cuttack #Badamba #WaterProblem #irrigationprojects #drinkingwater #publicIssue #ArgusNews