ନର୍ଥ-ଇଷ୍ଟ୍ ରିସର୍ଚ୍ଚ କନକ୍ଲେଭ ଓ ଆସାମ ବାୟୋଟେକ୍ କନକ୍ଲେଭ ଉଦଘାଟିତ । ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶକୁ ନୂତନ ଶିଖରକୁ ନେବା ପାଇଁ ଛାତ୍ରଛାତ୍ରୀଙ୍କୁ ଦେଲେ ଆହ୍ବାନ ।
#DharmendraPradhan Dharmendra Pradhan #Odisha #ArgusNews #inaguration #education #Assam #IITGuwahati